ପ୍ରସ୍କନ୍ନ Praskanna

  • ସଂ. ବିଣ. (ପ୍ର+ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — ପତିତ (ଜ୍ଞାନେନ୍ଦ୍ର) — Fallen; dropped
  • ସଂ. ବିଣ. (ପ୍ର+ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — ଗତ (ଜ୍ଞାନେନ୍ଦ୍ର) — Gone
  • ସଂ. ବିଣ. (ପ୍ର+ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — ନିଃସୃତ; ବିଗଳିତ (ଜ୍ଞାନେନ୍ଦ୍ର) — Issuing
  • ସଂ. ବିଣ. (ପ୍ର+ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — ଶୁଷ୍କ (ଜ୍ଞାନେନ୍ଦ୍ର) — Dry
  • ସଂ. ବିଣ. (ପ୍ର+ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — ସମାଜର ନିୟମଭଙ୍ଗକାରୀ (ହି. ଶ) — Infringing the rules of society
  • ସଂ. ବିଣ. (ପ୍ର+ସ୍କନ୍ଦ୍ ଧାତୁ+କର୍ତ୍ତୃ. ତ) — (+କର୍ମ. ତ) ପରାଜିତ — Defeated (Apte)
  • ସଂ. ବି. — ଘୋଡ଼ାର ରୋଗବିଶେଷ — A disease attacking horses
  • ସଂ. ବି. — [ଦ୍ର—ଏ ରୋଗରେ ଘୋଡ଼ାର ଛାତି ଭାରି ହୁଏ ଓ ଶରୀର ସ୍ତବ୍ଧ ହୁଏ। ଚାଲିଲାବେଳେ ଘୋଡ଼ା ଛୋଟାଏ—ହି. ଶ।]
  • ସଂ. ବି. — ସମାଜଚ୍ୟୁତ ବ୍ୟକ୍ତି — An outcast (Apte)