ପ୍ରମୀଳା Pramīḻā

  • ସଂ. ବି.—(ପ୍ର+ମୀଳ୍ ଧାତୁ=ଚକ୍ଷୁ ମୁଦ୍ରିତ ହେବା+ଭାବ. ଅ +ସ୍ତ୍ରୀ. ଆ) — ତନ୍ଦ୍ରା; ନିଦ୍ରାବେଶ — Dozing; nap; sleepiness
  • ସଂ. ବି.—(ପ୍ର+ମୀଳ୍ ଧାତୁ=ଚକ୍ଷୁ ମୁଦ୍ରିତ ହେବା+ଭାବ. ଅ +ସ୍ତ୍ରୀ. ଆ) — ଚକ୍ଷୁର୍ନିମୀଳନ; ଆଖି ବୁଜିବା — Shutting or closing of the eyes
  • ସଂ. ବି.—(ପ୍ର+ମୀଳ୍ ଧାତୁ=ଚକ୍ଷୁ ମୁଦ୍ରିତ ହେବା+ଭାବ. ଅ +ସ୍ତ୍ରୀ. ଆ) — ଅବସାଦ; ଗ୍ଳାନି — Lassitude; exhaustion
  • ସଂ. ବି.—(ପ୍ର+ମୀଳ୍ ଧାତୁ=ଚକ୍ଷୁ ମୁଦ୍ରିତ ହେବା+ଭାବ. ଅ +ସ୍ତ୍ରୀ. ଆ) — (ନାମ) ରାବଣର ପୁତ୍ରବଧୂ; ଇନ୍ଦ୍ରଜିତ ବା ମେଘନାଦର ସ୍ତ୍ରୀ — The wife of Rabaṇa's son Indrajita
  • ସଂ. ବି.—(ପ୍ର+ମୀଳ୍ ଧାତୁ=ଚକ୍ଷୁ ମୁଦ୍ରିତ ହେବା+ଭାବ. ଅ +ସ୍ତ୍ରୀ. ଆ) — (ନାମ) ଅର୍ଜୁନଙ୍କର ଏକ ସ୍ତ୍ରୀ — A wife of Arjuna
  • ସଂ. ବି.—(ପ୍ର+ମୀଳ୍ ଧାତୁ=ଚକ୍ଷୁ ମୁଦ୍ରିତ ହେବା+ଭାବ. ଅ +ସ୍ତ୍ରୀ. ଆ) — [ଦ୍ର—ଯୁଧିଷ୍ଠିରଙ୍କ ଯଜ୍ଞାଶ୍ୱ ଏହାଙ୍କ ରାଜ୍ୟ ବାଟେ ଯିବା ବେଳେ ଏ ତାକୁ ଧରି ରଖିବାରୁ ଅର୍ଜୁନଙ୍କ ସଙ୍ଗେ ଏହାଙ୍କର ଯୁଦ୍ଧ ହେଲା ଓ ଏ ପରାସ୍ତ ହୋଇ ଅର୍ଜୁନଙ୍କୁ ବିବାହ କଲେ। ଏହାଙ୍କ ରାଜ୍ୟରେ କେବଳ ସ୍ତ୍ରୀମାନେ ବାସ କରୁଥିଲେ—ଆପ୍ତେ।]