ପ୍ରମୁଖ Pramukha

  • ସଂ. ବିଣ. (ପ୍ର+ମୁଖ) — ପ୍ରଥମ — First; foremost
  • ସଂ. ବିଣ. (ପ୍ର+ମୁଖ) — ଶ୍ରେଷ୍ଠ; ପ୍ରଧାନ — Chief; principal
  • ସଂ. ବିଣ. (ପ୍ର+ମୁଖ) — (ଅମୁକ) ଯେଉଁମାନେ ଆଗରେ ଅଛନ୍ତି; ପୁରଃସର; (ଅମୁକଙ୍କ) ନେତୃତ୍ୱରେ ଚାଳିତ — Led by; under the leadership of; headed by
  • ସଂ. ବିଣ. (ପ୍ର+ମୁଖ) — [ଦ୍ର—ଏହି ଅର୍ଥରେ ଏ ଶବ୍ଦ ଅନ୍ୟ ଶବ୍ଦ ସହିତ ସମାସରେ ଯୁକ୍ତ ହୁଏ; ଯଥା—ଇନ୍ଦ୍ରପ୍ରମୁଖ ଦେବଗଣ।]
  • ସଂ. ବିଣ. (ପ୍ର+ମୁଖ) — ଅମୁକଙ୍କ ସହିତ — Accompanied with
  • ସଂ. ବିଣ. (ପ୍ର+ମୁଖ) — ମାନନୀୟ — Respectable; honourable
  • ସଂ. ବିଣ. (ପ୍ର+ମୁଖ) — (ଅମୁକଙ୍କ) ଆଡ଼କୁ ମୁହଁ ବୁଲାଇଥିବା — Facing; turning the face towards
  • ସଂ. ବି — ଆଦି; ଆରମ୍ଭ — Beginning
  • ସଂ. ବି — ମାନନୀୟ ବ୍ୟକ୍ତି — A respectable person
  • ସଂ. ବି — ସମୂହ — Heap; collection; multitude
  • ସଂ. ବି — ପୁନ୍ନାଗ (ବୃକ୍ଷ) (ଦେଖ) — Punnāga (tree) (See)
  • ସଂ. ବି — ମୁଖ; ପାଟି — The mouth (Apte)