ପ୍ରମୁଖାତ୍ Pramukhāt

  • ସଂ. ଅ. (ପ୍ରମୁଖର 5 ମୀ ବିଭକ୍ତି) — ମୁଖରୁ (ଶୁଣାଯିବା ବିଷୟ) — (heard) From the mouth of
  • ସଂ. ଅ. (ପ୍ରମୁଖର 5 ମୀ ବିଭକ୍ତି) — (ଯଥା—ଦୂତ ପ୍ରମୁଖାତ୍ ଏ ସଂବାଦ ଅବଗତ ହୋଇ ରାଜା ଦୁଃଖିତ ହେଲେ।)
  • ସଂ. ଅ. (ପ୍ରମୁଖର 5 ମୀ ବିଭକ୍ତି) — ମୌଖିକଭାବରେ — Orally