ପ୍ରମୁକ୍ତ Pramukta
- ସଂ. ବିଣ.—(ପ୍ର+ମୁକ୍ତ) — ମୁକୁଳା କରା ଯାଇଥିବା — Loosened; dishevelled
- ସଂ. ବିଣ.—(ପ୍ର+ମୁକ୍ତ) — ବନ୍ଧନରୁ ମୁକ୍ତ — Liberated; set free
- ସଂ. ବିଣ.—(ପ୍ର+ମୁକ୍ତ) — ପରିତ୍ୟକ୍ତ — Abandoned; renounced
- ସଂ. ବିଣ.—(ପ୍ର+ମୁକ୍ତ) — ନିକ୍ଷିପ୍ତ — Cast; hurled
- ସଂ. ବିଣ.—(ପ୍ର+ମୁକ୍ତ) — ନିର୍ବାସିତ — Exiled