ପ୍ରମୁଦିତ Pramudita

  • ସଂ. ବିଣ. (ପ୍ର+ମୁଦିତ) — ପ୍ରଫୁଲ୍ଲ; ହୃଷ୍ଟ; ଆହ୍ଲାଦିତ; ହର୍ଷୋତ୍ଫୁଲ୍ଲ — Elated; pleased; delighted; overjoyed
  • ସଂ. ବିଣ. (ପ୍ର+ମୁଦିତ) — ସୁଖୀ — Happy
  • ସଂ. ବିଣ. (ପ୍ର+ମୁଦିତ) — ବିକଶିତ; ପ୍ରସ୍ଫୁଟିତ — Opened; full blown; blooming