ପ୍ରମିତ Pramita

  • ସଂ. ବିଣ.—(ପ୍ର+ମା ଧାତୁ+କର୍ମ ତ) — ପରିମିତ — Measured
  • ସଂ. ବିଣ.—(ପ୍ର+ମା ଧାତୁ+କର୍ମ ତ) — ପରିମାଣ ଦ୍ୱାରା ଜ୍ଞାତ — Known by measurement
  • ସଂ. ବିଣ.—(ପ୍ର+ମା ଧାତୁ+କର୍ମ ତ) — ପ୍ରମାଣିତ — Proved
  • ସଂ. ବିଣ.—(ପ୍ର+ମା ଧାତୁ+କର୍ମ ତ) — ପୂର୍ବରୁ ନିର୍ଦ୍ଧାରିତ — Preordained; predetermined
  • ସଂ. ବିଣ.—(ପ୍ର+ମା ଧାତୁ+କର୍ମ ତ) — ପ୍ରାମାଣିକ — Authoritaive
  • ସଂ. ବିଣ.—(ପ୍ର+ମା ଧାତୁ+କର୍ମ ତ) — ଜ୍ଞାତ — Known; understood
  • ସଂ. ବିଣ.—(ପ୍ର+ମା ଧାତୁ+କର୍ମ ତ) — ଅଳ୍ପ; ସାମାନ୍ୟ (ହି. ଶ.) — Little; small
  • ସଂ. ବିଣ.—(ପ୍ର+ମା ଧାତୁ+କର୍ମ ତ) — ଅବଧାରିତ; ନିଶ୍ଚିତ — Ascertained
  • ସଂ. ବିଣ.—(ପ୍ର+ମା ଧାତୁ+କର୍ମ ତ) — (+କର୍ତ୍ତୃ ତ)—ଯେ ପ୍ରମା ବା ଯଥାର୍ଥ ଜ୍ଞାନ ଲାଭ କରିଅଛି (ହି. ଶ) — One who has attained true or perfect knowledge