ପ୍ରମାପୟିତା Pramāpayitā

  • ସଂ. ବିଣ. ପୁଂ. (ପ୍ର+ମା ଧାତୁ ଣିଚ୍=ତୃ; 1 ମା. 1 ବ.) — ଘାତକ (ହି. ଶ.) — Killing
  • ସଂ. ବିଣ. ପୁଂ. (ପ୍ର+ମା ଧାତୁ ଣିଚ୍=ତୃ; 1 ମା. 1 ବ.) — ନାଶକ — Destructive
  • ସଂ. ବିଣ. ପୁଂ. (ପ୍ର+ମା ଧାତୁ ଣିଚ୍=ତୃ; 1 ମା. 1 ବ.) — ଅନିଷ୍ଟକାରକ — Injurious
  • ସଂ. ବି. ପୁଂ. — ଘାତକ ବ୍ୟକ୍ତି — A murderer (Apte)