ପ୍ରମାରକ Pramāraka

  • ଦେ. ବି — ରାଜପୁତମାନଙ୍କର ଶାଖାବିଶେଷ — A branch of the Rajputs
  • ଦେ. ବି — ପ୍ରତିହାର ପ୍ରମାରକ ରାଠୋର ଚୋହାନ ନାମଧାରୀ ଚାରି କୃତୀ କ୍ଷତ୍ର ମହାବୀରେ—ରାଧାନାଥ, ମହାଯାତ୍ରା।