ପ୍ରମାଦୀ Pramādī
- ସଂ. ବିଣ. ପୁଂ.—(ପ୍ରମାଦ+ଯୁକ୍ତାର୍ଥରେ ଇନ୍; 1 ମା. 1 ବ.) — ପ୍ରମାଦଯୁକ୍ତ; ଅସାବଧାନ; ଅମନୋଯୋଗୀ — Careless; negligent; inattentive
- ସଂ. ବିଣ. ପୁଂ.—(ପ୍ରମାଦ+ଯୁକ୍ତାର୍ଥରେ ଇନ୍; 1 ମା. 1 ବ.) — ପ୍ରମତ୍ତ; ନିଶାରେ ଚୂର; ମତୁଆଳ — Maddened; intoxicated
- ସଂ. ବିଣ. ପୁଂ.—(ପ୍ରମାଦ+ଯୁକ୍ତାର୍ଥରେ ଇନ୍; 1 ମା. 1 ବ.) — ବାତୁଳ — Insane; mad