ପ୍ରଦିକ୍ Pradik

  • ସଂ. ବି. (ପ୍ର+ଦିଶ୍; ପ୍ରଦିଶ୍ ଶବ୍ଦ 1 ମା. 1 ବ) — ବିଦିକ୍; ଦୁଇ ପ୍ରଧାନ ଦିଗର ମଧ୍ୟବର୍ତ୍ତୀ କୋଣ (ଯଥା—ଅଗ୍ନି, ବାୟୁ, ନୈଋର୍ତ) — A corner between two cardinal points of the compass