ପ୍ରଦାହ Pradāha

  • ସଂ. ବି. (ପ୍ର+ଦାହ) — ଜ୍ୱର ଯୋଗୁଁ ବା ଅନ୍ୟ କାରଣରୁ ଶରୀରରେ ଅନୁଭୂତ ପୋଡ଼ା ଜଳା — Inflammation of the body
  • ସଂ. ବି. (ପ୍ର+ଦାହ) — ଶରୀରର ତାପବୃଦ୍ଧି — Rise of temperature in the body; high temperature of the body