ପ୍ରଦୀପ Pradīpa
- ସଂ. ବି (ପ୍ର+ଦୀପ) ଦୀପ — A lamp
- ସଂ. ବି (ପ୍ର+ଦୀପ) ବର୍ତ୍ତିସ୍ଥ ଜ୍ୱଳନ୍ତ ଅଗ୍ନିଶିଖା — A flame issuing from a burning wick
- ସଂ. ବି (ପ୍ର+ଦୀପ) ଦୀପ୍ତି; ପ୍ରଭା — Dazzling; brilliance
- ସଂ. ବି (ପ୍ର+ଦୀପ) (ଲକ୍ଷଣାର୍ଥ) ଆଲୋକ ବା ଜ୍ଞାନପ୍ରଦ ବସ୍ତୁ — (Figurative) Anything which gives knowledge or light
- ସଂ. ବି (ପ୍ର+ଦୀପ) (ଯଥା—ଜ୍ଞାନ ପ୍ରଦୀପ; ନୀତି ପ୍ରଦୀପ।)
- ସଂ. ବି (ପ୍ର+ଦୀପ) ପ୍ରଦୀପ ବସ୍ତୁମାନଙ୍କୁ ପ୍ରକାଶିତ କରିବା ପରି କୌଣସି ଗ୍ରନ୍ଥକୁ ସମୁଜ୍ଜ୍ୱଳ ବ୍ୟାଖ୍ୟା କରିବା ଗ୍ରନ୍ଥ — A commentary
- ସଂ. ବି (ପ୍ର+ଦୀପ) ଦୀପକ ରାଗର ପୁତ୍ର, ରାଗିଣୀବିଶେଷ (ହି. ଶ) — Name of a secondary musical air
- ସଂ. ବିଣ — (ଲକ୍ଷଣାର୍ଥ) ଗୌରବପ୍ରଦ — (figurative) Shedding glory; glorious
- ସଂ. ବିଣ — (ଯଥା—କୁଳ ପ୍ରଦୀପ)