ପ୍ରଦୀପନ Pradīpana
- ସଂ. ବି. (ପ୍ର+ଦୀପନ) — ଉଦ୍ଦୀପନ, ଜଳାଇବା, ନିଆଁ ଲଗାଇବା — Kindling; inflaming. igniting; setting fire to
- ସଂ. ବି. (ପ୍ର+ଦୀପନ) — ଉତ୍ତେଜନ — Exciting; stimulating
- ସଂ. ବି. (ପ୍ର+ଦୀପନ) — ପ୍ରକାଶକରଣ; ପ୍ରକାଶନ; ଉଦ୍ଭାସନ — Exhibiting; illuminating
- ସଂ. ବି. (ପ୍ର+ଦୀପନ) — ଅଗ୍ନିପରି ଉଜ୍ଜ୍ୱଳବର୍ଣ୍ଣ ସ୍ଥାବର ବିଷବିଶେଷ — A mineral poison of red colour (probably phosphorus)
- ସଂ. ବି. (ପ୍ର+ଦୀପନ) — ଗୌରବ ବର୍ଦ୍ଧନ — Glorification