ପ୍ରଦୀପକ Pradīpaka

  • ସଂ. ବିଣ. ପୁଂ. (ପ୍ର+ଦୀପକ) — ପ୍ରଦୀପନକାରକ; ଯାହା ଉଦ୍ଦୀପନ କରେ — Kindling; igniting
  • ସଂ. ବିଣ. ପୁଂ. (ପ୍ର+ଦୀପକ) — ଉତ୍ତେଜକ — Exciting; stimulating
  • ସଂ. ବିଣ. ପୁଂ. (ପ୍ର+ଦୀପକ) — ଯାହା ଆଲୋକିତ କରେ — Shedding light; illuminating
  • ସଂ. ବିଣ. ପୁଂ. (ପ୍ର+ଦୀପକ) — ଯାହା ଗୌରବ ବୃଦ୍ଧି କରେ — Glorious; glorifying
  • ସଂ. ବି — ଏକପ୍ରକାର ଭୟଙ୍କର ମାରାତ୍ମକ ଉଦ୍ଭିଜ୍ଜ ବିଷ — A kind of fatal vegetable poison
  • ସଂ. ବି — [ଦ୍ର—ଏହା ଖଜୁରି ଗଛର ପତ୍ରପରି ପତ୍ରଥିବା ଗୋଟିଏ ଗଛର ମୂଳ ଓ ଏହା ସମୁଦ୍ର ଉପକୂଳରେ ଜନ୍ମେ—ହି. ଶ।]
  • ସଂ. ବି — ଲଣ୍ଠନ — Lantern