ପ୍ରଦାନିବା Pradānibā

  • ଦେ. (ପଦ୍ୟ) କ୍ରି. (ସଂ. ପ୍ରଦାନ) — ପ୍ରଦାନ କରିବା — To impart; to give
  • ଦେ. (ପଦ୍ୟ) କ୍ରି. (ସଂ. ପ୍ରଦାନ) — ଏମନ୍ତ ସୁଆଶିଷ ମୁନି ପ୍ରଦାନି— ମଧୁସୂଦନ, କବିତାବଳୀ।