ପ୍ରଦାତା Pradātā

  • ସଂ. ବିଣ. ପୁଂ. (ପ୍ର+ ଦାତୃ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ) — ପ୍ରଦ; ଯେ ଦିଏ; ଦାନକର୍ତ୍ତା — Giving; bestowing
  • ସଂ. ବିଣ. ପୁଂ. (ପ୍ର+ ଦାତୃ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୁଏ) — ଅତ୍ୟନ୍ତ ପ୍ରଦାନଶୀଳ — 1. Very liberal