ପ୍ରତୋଳ Pratoḻa
- ସଂ. ବି. ସ୍ତ୍ରୀ. (ପ୍ର+ତୁଳ୍ ଧାତୁ= ଗମନ କରିବା+ଅଧିକରଣ. ଅ) — ଚଉଡ଼ା ରାସ୍ତା; ବଡ଼ଦାଣ୍ଡ — High road; broad street
- ସଂ. ବି. ସ୍ତ୍ରୀ. (ପ୍ର+ତୁଳ୍ ଧାତୁ= ଗମନ କରିବା+ଅଧିକରଣ. ଅ) — ଅଭ୍ୟନ୍ତର ମାର୍ଗ; ଗଳି — A path; a by-path; lane; street
- ସଂ. ବି. ସ୍ତ୍ରୀ. (ପ୍ର+ତୁଳ୍ ଧାତୁ= ଗମନ କରିବା+ଅଧିକରଣ. ଅ) — ଦୁର୍ଗର ଯେଉଁ ଦ୍ୱାର ନଗର ଆଡ଼କୁ ଥାଏ (ହି. ଶ) — The gate of a fort facing the city
- ସଂ. ବି. ସ୍ତ୍ରୀ. (ପ୍ର+ତୁଳ୍ ଧାତୁ= ଗମନ କରିବା+ଅଧିକରଣ. ଅ) — ବଥଆଦିରେ ବନ୍ଧାଯିବା ପଟୀ (ହି. ଶ.) — Bandage tied over boils etc