ପ୍ରତୋଷିବା Pratoshibā

  • ଦେ. କ୍ରି. (ସଂ. ତୁଷ୍ ଧାତୁ) — ସନ୍ତୁଷ୍ଟ କରିବା — To satisfy
  • ଦେ. କ୍ରି. (ସଂ. ତୁଷ୍ ଧାତୁ) — ଭାବେ ପ୍ରତୋଷି ତାଙ୍କ ମନ କହନ୍ତି ମଧୁର ବଚନ—ଜଗନ୍ନାଥ. ଭାଗବତ।