ପ୍ରତ୍ନତତ୍ତ୍ୱବିତ୍ Pratnatattwabit

  • ସଂ. ବି. ପୁଂ. (ପ୍ରତ୍ନତତ୍ୱ+ବିଦ୍ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା. 1 ବ) — ପୁରାଣବେତ୍ତା; ପୁରାତତ୍ତ୍ୱବିତ୍ — An antiquarian; an archeologist
  • ସଂ. ବିଣ — ପ୍ରତ୍ନତତ୍ତ୍ୱରେ ପାରଙ୍ଗମ — Versed in archeology