ପ୍ରତେ Prate
- ଦେ. ବି—(ସଂ. ପ୍ରତ୍ୟୟ) — ପରତେ; ବିଶ୍ୱାସ — Faith; reliance; trust; confidence; belief
- ଦେ. ବି—(ସଂ. ପ୍ରତ୍ୟୟ) — ନିଶ୍ଚିତ ଜ୍ଞାନ — Conviction; a definite knowledge
- ଦେ. ବିଣ — ଯାହାକୁ ବିଶ୍ୱାସ କରାଯାଏ; ବିଶ୍ୱାସଦ୍ୱାରା ଗୃହୀତ — Believed; trusted; accepted on trust
- ଦେ. ବିଣ — ବିଶ୍ୱସନୀୟ — Believable