ପ୍ରତୋଦ Pratoda
- ସଂ. ବି. (ପ୍ର+ତୁଦ୍ ଧାତୁ=ପୀଡ଼ନ କରିବା+କରଣ. ଅ) — ଅଶ୍ୱାଦିତାଡ଼ନଦଣ୍ଡ; ଚାବୁକ; କୋରଡ଼ା; ତୋତ୍ର — A whip
- ସଂ. ବି. (ପ୍ର+ତୁଦ୍ ଧାତୁ=ପୀଡ଼ନ କରିବା+କରଣ. ଅ) — ହାତିଆଙ୍କୁଶ — A hook or goad for taming elephants
- ସଂ. ବି. (ପ୍ର+ତୁଦ୍ ଧାତୁ=ପୀଡ଼ନ କରିବା+କରଣ. ଅ) — ପାଞ୍ଚଣ; ଗବାଦିଚାଳନାର୍ଥ ସୂକ୍ଷ୍ମଲୌହାଗ୍ରଦଣ୍ଡ — A goad for driving cattle; an iron-pointed stick to drive cattle