ପ୍ରତେଜିବା Pratejibā
- ଦେ. (ପଦ୍ୟ) କ୍ରି (ସଂ. ପ୍ରତେଜନ) — ଉତ୍ତେଜିତ କରିବା — To irritate; to excite
- ଦେ. (ପଦ୍ୟ) କ୍ରି (ସଂ. ପ୍ରତେଜନ) — ସେ ନାରୀ ସ୍ୱରୂପ ଧରଇ ପୁରୁଷ ଅଙ୍ଗ ପ୍ରତେଜଇ। ଜଗନ୍ନାଥ. ଭାଗବତ।
- ଦେ. (ପଦ୍ୟ) କ୍ରି (ସଂ. ପ୍ରତେଜନ) — (ସଂ. ତ୍ୟାଜ୍ ଧାତୁ)—ତ୍ୟାଗ କରିବା — To give up
- ଦେ. (ପଦ୍ୟ) କ୍ରି (ସଂ. ପ୍ରତେଜନ) — କପିଳ ବଚନ ଶୁଣିଲେ, ମୋହ ପଟଳ ପ୍ରତେଜିଲେ। ଜଗନ୍ନାଥ. ଭାଗବତ।