ପ୍ରତ୍ନ ତତ୍ୱ Pratna tatwa

  • ସଂ. ବି. [କର୍ମଧା; ପ୍ରତ୍ନ+ତତ୍ୱ(ତ୍ତ୍ୱ)] — ପୁରାତତ୍ତ୍ୱ; ପ୍ରାଚୀନକାଳର ଇତିହାସ — Antiquity; history of ancient times
  • ସଂ. ବି. [କର୍ମଧା; ପ୍ରତ୍ନ+ତତ୍ୱ(ତ୍ତ୍ୱ)] — ଯେଉଁ ଶାସ୍ତ୍ର ବା ଗ୍ରନ୍ଥଦ୍ୱାରା ପୁରାକାଳର ଅବସ୍ଥା ଉତ୍ତମରୂପେ ଜଣା ପଡ଼େ — A work or treatise on antiquity; archeology