ପ୍ରଣୟନ Praṇayana

  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — ନିର୍ମାଣ; ସର୍ଜନ — Making; creating; constructing ; building
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — ସମ୍ପାଦନ — Performance; execution; carrying out; accomplishment
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — ରଚନା — Composing; arranging; compiling
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — ଉଦ୍ଭାବନ — Inventing
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — (+କରଣ. ଅନ)—ଅଗ୍ନି ସମିନ୍ଧନ କରିବା ମନ୍ତ୍ର; ଯେଉଁ ମନ୍ତ୍ର ପାଠ କରି ହୋମାଗ୍ନି ଜାଳିବାକୁ ହୁଏ — Vedic formula recited before kindling a sacrificial fire
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — (+ଭାବ ଅନ) —ଚଳାଇବା — Conducting
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — ବାଣ୍ଟିବା — Distributing
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — ପୁରସ୍କାରଦାନ; ପୁରସ୍କୃତି — Rewarding
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — ଦଣ୍ଡର ଆଦେଶ — Ordering or awarding of punishment; sentencing
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — କୌଣସି କାର୍ଯ୍ୟର ସୂତ୍ରପାତ କରଣ — Founding; srarting
  • ସଂ. ବି (ପ୍ର+ନୀ ଧାତୁ+ଭାବ. ଅନ; ଣତ୍ୱ ବିଧାନ) — ସ୍ଥାପନ; ପ୍ରତିଷ୍ଠା — Placing; establishing; setting up