ପ୍ରଣୟ ସମ୍ଭାଷଣ Praṇaya sambhāshaṇa

  • ସଂ. ବି (ମ. ପ. ଲୋ; କର୍ମଧା; ପ୍ରଣୟ+ସମ୍ଭାଷଣ) — ପ୍ରେମାଳାପ; ପ୍ରଣୟୀ ଓ ପ୍ରଣୟିନୀ ବା 2 ଜଣ ପ୍ରଣୟୀଙ୍କ ମଧ୍ୟରେ ହେବା ଆଳାପ — ପ୍ରେମାଳାପ; ପ୍ରଣୟୀ ଓ ପ୍ରଣୟିନୀ ବା2ଜଣ ପ୍ରଣୟୀଙ୍କ ମଧ୍ୟରେ ହେବା ଆଳାପ—. Talk between lovers or friends
  • ସଂ. ବି (ମ. ପ. ଲୋ; କର୍ମଧା; ପ୍ରଣୟ+ସମ୍ଭାଷଣ) — ନାୟିକା ଓ ନାୟକଙ୍କର ପରସ୍ପର ପ୍ରତି ଅନୁରାଗବ୍ୟଞ୍ଜକ ଡାକ — Term of endearment used by lovers to each other