ପ୍ରଣୟ ପାଶ Praṇaya pāṡa

  • ସଂ. ବି (ରୂପକ, ପ୍ରଣୟ+ପାଶ) — ପାଶ ବା ଜାଲରୂପେ କଳ୍ପିତ ପ୍ରଣୟ; ପରସ୍ପର ପ୍ରତି ସୁଦୃଢ଼ ଅନୁରାଗ — Tie of love or affection; intense love; attachment