ପ୍ରଣୟ ଭାଜନ Praṇaya bhājana

  • ସଂ. ବିଣ ( 6 ଷ୍ଠୀ ତତ୍; ପ୍ରଣୟ+ଭାଜନ) — ପ୍ରୀତିପାତ୍ର; ଯାହାଙ୍କୁ ପ୍ରେମ କରିବା ଉଚିତ; ପ୍ରିୟ; ପ୍ରୀତିଭାଜନ — Beloved; dear