ପ୍ରଣୟ ପତ୍ର Praṇaya patra

  • ସଂ. ବି. (ମ. ପ. ଲୋ କର୍ମଧା; ପ୍ରଣୟ+ପତ୍ର) — ପ୍ରଣୟୀ ଓ ପ୍ରଣୟିନୀଙ୍କ ମଧ୍ୟରେ ଦିଆନିଆ ହେବା ପତ୍ର; ପ୍ରେମଲିପି — Love letter