ପ୍ରଚିତ Prachita
- ସଂ. ବିଣ. (ପ୍ର+ଚି ଧାତୁ=ଚୟନ କରିବା+କର୍ମ. ତ) — ଚୟିତ; ତୋଳାଯାଇଥିବା — Plucked
- ସଂ. ବିଣ. (ପ୍ର+ଚି ଧାତୁ=ଚୟନ କରିବା+କର୍ମ. ତ) — ସଂଗୃହୀତ — Collected; gathered; amassed
- ସଂ. ବିଣ. (ପ୍ର+ଚି ଧାତୁ=ଚୟନ କରିବା+କର୍ମ. ତ) — ଆଚ୍ଛାଦିତ — Covered; filled
- ସଂ. ବିଣ. (ପ୍ର+ଚି ଧାତୁ=ଚୟନ କରିବା+କର୍ମ. ତ) — ଅନୁଦାତ୍ତ — Accentless