ପ୍ରଚାରଣ Prachāraṇa

  • ସଂ. ବି—(ପ୍ର+ଚର୍ ଧାତୁ ଣିଚ୍=ଚାରି ଧାତୁ=ଗତି କରାଇବା+ ଭାବ. ଅନ) — ପ୍ରକଟନ — Publication; circulation
  • ସଂ. ବି—(ପ୍ର+ଚର୍ ଧାତୁ ଣିଚ୍=ଚାରି ଧାତୁ=ଗତି କରାଇବା+ ଭାବ. ଅନ) — ଧର୍ମାମତାଦିର ପ୍ରଚାରକରଣ — Preaching