ପ୍ରଚେତସ Prachetasa

  • ଦେ. ବି. (ସଂ. ପ୍ରଚେତସ୍) — ପ୍ରଚେତାଃ 2 (ଦେଖ) — ପ୍ରଚେତାଃ2(ଦେଖ)Prachetāḥ 2 (See)
  • ଦେ. ବି. (ସଂ. ପ୍ରଚେତସ୍) — ସେ ଧର୍ମଶୀଳ ପ୍ରଚେତସ ଯଜ୍ଞେ ବିଷ୍ଣୁଙ୍କୁ କରି ତୋଷ। ଜଗନ୍ନାଥ, ଭାଗବତ।