ପ୍ରଚୁର Prachura

  • ସଂ. ବିଣ. (ପ୍ର+ ଚୁର୍ ଧାତୁଜ ଚୋରି ଧାତୁ=ବୃଦ୍ଧି ପାଇବା + ଭାବ. ଅ) — ବହୁତ; ବହୁଳ — Much; many
  • ସଂ. ବିଣ. (ପ୍ର+ ଚୁର୍ ଧାତୁଜ ଚୋରି ଧାତୁ=ବୃଦ୍ଧି ପାଇବା + ଭାବ. ଅ) — ପ୍ରଭୂତ; ପର୍ଯ୍ୟାପ୍ତ — Plentiful; excessive; abundant
  • ସଂ. ବିଣ. (ପ୍ର+ ଚୁର୍ ଧାତୁଜ ଚୋରି ଧାତୁ=ବୃଦ୍ଧି ପାଇବା + ଭାବ. ଅ) — ଯଥେଷ୍ଟ — 2. Ample; enough; sufficient
  • ସଂ. ବି. ପୁଂ — ତସ୍କର; ଚୋର — Thief