ପ୍ରଚାରିତ Prachārita
- ସଂ. ବିଣ—(ପ୍ର+ଚର୍ ଧାତୁ ଣିଚ୍+କର୍ମ. ତ) — ପ୍ରକାଶିତ; ସର୍ବତ୍ର ଘୋଷିତ — Published; preached; spread; propagated
- ସଂ. ବିଣ—(ପ୍ର+ଚର୍ ଧାତୁ ଣିଚ୍+କର୍ମ. ତ) — କୃତଚାରଣ; ପଶୁ ଆଦି ଚରିଥିବା (ସ୍ଥାନ) — Grazed
- ସଂ. ବିଣ—(ପ୍ର+ଚର୍ ଧାତୁ ଣିଚ୍+କର୍ମ. ତ) — ବିସ୍ତାରିତ — Spread; diffused