ପ୍ରଚୀୟମାନ Prachīyamāna

  • ସଂ. ବିଣ. (ପ୍ର+ଚି ଧାତୁ=ଚୟନ କରିବା+କର୍ମକର୍ତ୍ତୃ. ଆନ) — ବର୍ଦ୍ଧମାନ; ବୃଦ୍ଧିଶୀଳ — Increasing