ପ୍ରଚାରିବା Prachāribā

  • ଦେ. କ୍ରି (ପଦ୍ୟ)—(ସଂ. ପ୍ରଚାରଣ) — ପ୍ରଚାର କରିବା (ଦେଖ) — Prachāra karibā (See)
  • ଦେ. କ୍ରି (ପଦ୍ୟ)—(ସଂ. ପ୍ରଚାରଣ) — ଚୈତନ୍ୟାଦି ମହାତ୍ମାଜନେ; ପ୍ରଚାରିଲେ ବିଭୁନାମ ଆନନ୍ଦ ମନେ ମଧୁସୂଦନ. ଛାନ୍ଦମାଳା।