ପାତି Pāti
- ସଂ. ବି.—(ପା ଧାତୁ=ପାଳନ କରିବା+ କର୍ତ୍ତୃ. ଅତି) — ପ୍ରଭୁ; ସ୍ୱାମୀ — Lord; master
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — କୌଣସି ବସ୍ତୁର କ୍ଷୁଦ୍ର ଓ ପାତଳା ହୋଇ କଟା ଯାଇଥିବା ସରୁ ଖଣ୍ଡମାନ — Thin slice
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — (ଯଥା—ନଡ଼ିଆ ପାତି।)
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — ଛୋଟ ପଦାର୍ଥ — A small thing; a diminutive thing
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — ପାତି ମାଙ୍କଡ଼ — An ape
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — ଅତି ପତଳା ବା କ୍ଷୀଣ ବ୍ୟକ୍ତି — An emaciated person
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — (ସଂ. ପାତ୍ର; ଅନ୍ୟ ଶବ୍ଦ ପରେ ପ୍ରଯୁଜ୍ୟ) ଆଧାର — Receptacle
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — (ଯଥା—କଜଳପାତୀ, କଳାପାତୀ)
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — (ସଂ. ପଂକ୍ତି) ପାଟିଆ — Long and broad line; stripe
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — କ୍ଷୁଦ୍ର ଜୀବ — A small animal
- ଦେ. ବି.—(ସଂ. ପତ୍ରୀ=ଛୋଟ ପତର) — (ଯଥା—ବିଶଳପାତି, କଜଳପାତି (ପକ୍ଷୀ))
- ଦେ. ବିଣ (ସଂ. ପତ୍ରକ; ଅନ୍ୟ ଶବ୍ଦ ପରେ ପ୍ରଯୁଜ୍ୟ; ତୁଳ. ଇଂ. ପେଟ୍ଟୀ) — ଛୋଟ; କ୍ଷୁଦ୍ରାକୃତିବିଶିଷ୍ଟ — Diminutive; petty