ପାତାଳ ପୁରୀ Pātāḻa purī
- ସଂ. ବି. (ପାତାଳ+ପୁରୀ) — ପାତାଳ — The nether regions
- ସଂ. ବି. (ପାତାଳ+ପୁରୀ) — ସପ୍ତ ପାତାଳ ମଧ୍ୟରୁ ସର୍ବନିମ୍ନ ଲୋକ — Name of the lowest of the seven nether regions according to Hindu mythology
- ଦେ. ବି — ମାଟି ଭିତରେ ନିର୍ମିତ ଗୁପ୍ତଗୃହ — A house or cellar built below the ground; underground vault