ପାତାଳଭେଦୀ Pātāḻabhedī

  • ପ୍ରାଦେ (ଗଡ଼ଜାତ) ବି — ଗୁଳ୍ମବିଶେଷ — A species of medicinal plant
  • ପ୍ରାଦେ (ଗଡ଼ଜାତ) ବି — [ଦ୍ର—ଏହାର ଚେର ମାଟି ଭିତରେ ବହୁ ଦୂରକୁ ଯାଇଥାଏ। ଚେର ଔଷଧରେ ଲାଗେ।]