ପାତି ଡଙ୍ଗା Pāti ḍaṅgā

  • ପ୍ରାଦେ. (ଗଞ୍ଜାମ) ବି — ବାଉଁଶ ପାତିଆରେ ବୁଣା ଯାଇଥିବା ଢମା — An impervious manager made of bamboo laths
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଏଥିରେ ଗୋରୁଙ୍କୁ କୁଣ୍ଡା ପାଣି ଖାଇବାକୁ ଦିଆଯାଏ।]