ପାତାଳି Pātāḻi

  • ଦେ. ବିଣ. (ପ୍ରାଚୀନ; ମାଦଳାପାଞ୍ଜି) (ସଂ. ପାତାଳ) — ଭୂଗର୍ଭରେ ପୋତା ଯାଇଥିବା — Buried underground
  • ଦେ. ବିଣ. (ପ୍ରାଚୀନ; ମାଦଳାପାଞ୍ଜି) (ସଂ. ପାତାଳ) — [ଦ୍ର—ଜଗନ୍ନାଥ ବିଗ୍ରହଙ୍କୁ ଶତ୍ରୁ ହସ୍ତରୁ ରକ୍ଷା କରିବା ସକାଶେ ସେବକମାନେ ତାଙ୍କୁ ପାତାଳି କରିଥିଲେ।]