ପରିବାପ Paribāpa
- ସଂ. ବି. (ପରି+ବପ୍ ଧାତୁ ଣିଚ୍=ବାପିଧାତୁ=ମୁଣ୍ଡନ କରିବା+ଭାବ. ଅ) — ମୁଣ୍ଡନ; ଲଣ୍ଡା କରିବା — Shaving
- ସଂ. ବି. (ପରି+ବପ୍ ଧାତୁ ଣିଚ୍=ବାପିଧାତୁ=ମୁଣ୍ଡନ କରିବା+ଭାବ. ଅ) — ବୁଣିବା; ବପନ — Sowing
- ସଂ. ବି. (ପରି+ବପ୍ ଧାତୁ ଣିଚ୍=ବାପିଧାତୁ=ମୁଣ୍ଡନ କରିବା+ଭାବ. ଅ) — ରୋପଣ; ରୋଇବା — Planting of seedlings or plants
- ସଂ. ବି. (ପରି+ବପ୍ ଧାତୁ ଣିଚ୍=ବାପିଧାତୁ=ମୁଣ୍ଡନ କରିବା+ଭାବ. ଅ) — (ପରି+ବପ୍ ଧାତୁ ଣିଚ୍=ବାପି ଧାତୁ +ଅଧିକରଣ. ଅ) କୃତ୍ରିମ କ୍ଷୁଦ୍ର ଜଳାଶୟ — A pool; pond
- ସଂ. ବି. (ପରି+ବପ୍ ଧାତୁ ଣିଚ୍=ବାପିଧାତୁ=ମୁଣ୍ଡନ କରିବା+ଭାବ. ଅ) — ଘରର ଉପକରଣ — Furniture (Apte)
- ସଂ. ବି. (ପରି+ବପ୍ ଧାତୁ ଣିଚ୍=ବାପିଧାତୁ=ମୁଣ୍ଡନ କରିବା+ଭାବ. ଅ) — ଅନୁଚରବର୍ଗ — Train; retinue (Apte)
- ସଂ. ବି. (ପରି+ବପ୍ ଧାତୁ ଣିଚ୍=ବାପିଧାତୁ=ମୁଣ୍ଡନ କରିବା+ଭାବ. ଅ) — (+କର୍ମ. ଅ) ମୁଢ଼ି — Fried grains or rice. (Apte)
- ସଂ. ବି. (ପରି+ବପ୍ ଧାତୁ ଣିଚ୍=ବାପିଧାତୁ=ମୁଣ୍ଡନ କରିବା+ଭାବ. ଅ) — ବସାଦହି — Coagulated milk (Apte)