ପରିବାଦକ Paribādaka

  • ସଂ. ବି. ପୁଂ. (ପରି=ନିନ୍ଦା+ବଦ୍ ଧାତୁ+କର୍ତ୍ତୃ. ଅକ) — ନିନ୍ଦୁକ — Calumniator
  • ସଂ. ବି. ପୁଂ. (ପରି=ନିନ୍ଦା+ବଦ୍ ଧାତୁ+କର୍ତ୍ତୃ. ଅକ) — ଅପବାଦକ — Defamer
  • ସଂ. ବି. ପୁଂ. (ପରି=ନିନ୍ଦା+ବଦ୍ ଧାତୁ+କର୍ତ୍ତୃ. ଅକ) — ତିରସ୍କାରକ — One who censures or rebukes
  • ସଂ. ବି. ପୁଂ. (ପରି=ନିନ୍ଦା+ବଦ୍ ଧାତୁ+କର୍ତ୍ତୃ. ଅକ) — ଅଭିଯୋଗକାରୀ — Complainant; accuser
  • ସଂ. ବି. ପୁଂ. (ପରି=ନିନ୍ଦା+ବଦ୍ ଧାତୁ+କର୍ତ୍ତୃ. ଅକ) — ବୀଣାବାଦକ — A player on the harp