ପରିବାର Paribāra
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — ପରିଜନ; ପୋଷ୍ୟବର୍ଗ — One's family and dependants
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — ଅନୁଚର — Train; suite; retinue; followers
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — ସଙ୍ଗରେ ନିଜ ପରିବାର, ଧରିଣ ବ୍ୟଜନ ଚାମର। ଜଗନ୍ନାଥ. ଭାଗବତ।
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — (+କର୍ତ୍ତୃ. ଅ) ଖଡ଼୍ଗାଧାର — Sheath; scabbard
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — ଏକ ସ୍ୱଭାବ ବା ଆକାରର ବସ୍ତୁଗଣ — Things of the same class or nature
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — ପରିଚ୍ଛଦ — Dress; raiment
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — (+କରଣ. ଅ) ଆବରଣ; ଘୋଡ଼ଣୀ — Cover; covering. (M.W.)
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — ଗ୍ରାମର ଚତୁଃପାର୍ଶ୍ୱସ୍ଥ ବାଡ଼ — A hedge round a village. (M.W.)
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — ଜ୍ଞାତି ଓ ବନ୍ଧୁବର୍ଗ (ହି. ଶବ୍ଦସାଗର) — Direct and collateral relations; one's agnates and cognates
- ସଂ. ବି. (ପରି+ବୃ ଧାତୁ=ବରଣ କରିବା; ଆବରଣ କରିବା +କର୍ମ. ଅ) — ଛତ୍ରଚାମରାଦି ରାଜା ଓ ଦେବତାଙ୍କ ଗହଣରେ ଯିବା ସାମଗ୍ରୀ (ହି. ଶ.) — Royal paraphernalia
- ଦେ. ବି. — ସ୍ତ୍ରୀ — Wife