ପରିବାପିତ Paribāpita
- ସଂ. ବିଣ. (ପରି+ବପ୍ ଧାତୁ ଣିଚ୍=ବାପି ଧାତୁ+କର୍ମ. ତ) — ଲଣ୍ଡା କରାଯାଇଥିବା; ମୁଣ୍ଡିତ — Shaven
- ସଂ. ବିଣ. (ପରି+ବପ୍ ଧାତୁ ଣିଚ୍=ବାପି ଧାତୁ+କର୍ମ. ତ) — ବୁଣା ଯାଇଥିବା; ଉପ୍ତ — Sown
- ସଂ. ବିଣ. (ପରି+ବପ୍ ଧାତୁ ଣିଚ୍=ବାପି ଧାତୁ+କର୍ମ. ତ) — ରୋପିତ — Planted; transplanted