ପରିବାଦୀ
- ସଂ. ବିଣ. ପୁଂ. (ପରିବାଦିନ୍; ପରିବାଦ+କର୍ତ୍ତୃ. ଶୀଳାର୍ଥେ. ଇନ୍) ନିନ୍ଦାକାରୀ — Blaming
- ସଂ. ବିଣ. ପୁଂ. (ପରିବାଦିନ୍; ପରିବାଦ+କର୍ତ୍ତୃ. ଶୀଳାର୍ଥେ. ଇନ୍) ଅପବାଦକାରୀ — Defaming
- ସଂ. ବିଣ. ପୁଂ. (ପରିବାଦିନ୍; ପରିବାଦ+କର୍ତ୍ତୃ. ଶୀଳାର୍ଥେ. ଇନ୍) ତିରସ୍କାରୀ — Abusing
- ସଂ. ବିଣ. ପୁଂ. (ପରିବାଦିନ୍; ପରିବାଦ+କର୍ତ୍ତୃ. ଶୀଳାର୍ଥେ. ଇନ୍) (+ଅଛି ଅର୍ଥରେ ଇନ୍) ଅପବାଦଗ୍ରସ୍ତ — Defamed
- ସଂ. ବି — ବାଦୀ, ମୁଦେଇ — Complainant; plaintiff; accuser