ପରିବାଦ Paribāda
- ସଂ. ବି. (ପରି=ଦୋଷ କୀର୍ତ୍ତନ+ବଦ୍ ଧାତୁ=କହିବା+ ଭାବ. ଅ) — ଅପବାଦ — Defamation
- ସଂ. ବି. (ପରି=ଦୋଷ କୀର୍ତ୍ତନ+ବଦ୍ ଧାତୁ=କହିବା+ ଭାବ. ଅ) — ନିନ୍ଦାବାଦ — Blame
- ସଂ. ବି. (ପରି=ଦୋଷ କୀର୍ତ୍ତନ+ବଦ୍ ଧାତୁ=କହିବା+ ଭାବ. ଅ) — ଖଚ ମିଛ ତୃଷ୍ଣୀ ଭାବ ଯେ ପରିବାଦ, ପ୍ରାତିକୁଲ୍ୟ ଅଜ୍ଞାନ ଅକ୍ଷମ ବିବାଦ। କୃଷ୍ଣସିଂହ. ମହାଭାରତ, ଉଦ୍ଯୋଗ।
- ସଂ. ବି. (ପରି=ଦୋଷ କୀର୍ତ୍ତନ+ବଦ୍ ଧାତୁ=କହିବା+ ଭାବ. ଅ) — ଦୋଷ ବା ଅପରାଧର ଅଭିଯୋଗ — Charge; accusation
- ସଂ. ବି. (ପରି=ଦୋଷ କୀର୍ତ୍ତନ+ବଦ୍ ଧାତୁ=କହିବା+ ଭାବ. ଅ) — ଅସତ୍ୟମୂଳକ ନିନ୍ଦାବାଦ — Slander which is not true
- ସଂ. ବି. (ପରି=ଦୋଷ କୀର୍ତ୍ତନ+ବଦ୍ ଧାତୁ=କହିବା+ ଭାବ. ଅ) — ତିରସ୍କାର — Rebuke
- ସଂ. ବି. (ପରି=ଦୋଷ କୀର୍ତ୍ତନ+ବଦ୍ ଧାତୁ=କହିବା+ ଭାବ. ଅ) — ବୀଣାଦିର ତନ୍ତ୍ରକୁ ବଜାଇବା ପାଇଁ ବ୍ୟବହୃତ ତାରର ଅଙ୍ଗୁଳିତ୍ର; ମିଜ୍ରାବ୍ — A cap of wire put on the fingers to strike the string of a harp or guitar