ପରିବା ପତର Paribā patara

  • ଦେ. ବି.—(ସହଚର ଶବ୍ଦ) — ରନ୍ଧନ ଯୋଗ୍ୟ ଶାକସବଜୀ; ପନିପରିବା; ତରୀ ତରକାରୀ; ପନିଅର — Kitchen vegetables of various kinds