ପରସ୍ତାବ Parastāba

  • ଗ୍ରା. ବି (ସଂ. ପ୍ରସ୍ତାବ) — ପ୍ରସ୍ତାବ — Proposal
  • ଗ୍ରା. ବି (ସଂ. ପ୍ରସ୍ତାବ) — ପ୍ରସଙ୍ଗ — Course of conversation; connection
  • ଗ୍ରା. ବି (ସଂ. ପ୍ରସ୍ତାବ) — ବିଷୟ — Subject
  • ଗ୍ରା. ବି (ସଂ. ପ୍ରସ୍ତାବ) — ମୁଁ ଯେ ନୋହଇ ତୋ ଉଦ୍ଧବ; ପୁଚ୍ଛିବି ନାନା ପରସ୍ତାବ। ଭୂପତି, ପ୍ରେମପଞ୍ଚାମୃତ।