ପରସ୍ତେ Paraste

  • ଗ୍ରା. ଅ — ଏକ ପ୍ରସ୍ତ — One layer or fold
  • ଗ୍ରା. ଅ — ଏକଥର — Once
  • ଗ୍ରା. ଅ — ସମୁନ୍ଧୁଣୀ ସମୁନ୍ଧୁଣୀ କହି ପୂର୍ବୋକ୍ତ ନାସିକାଧାରିଣୀମାନଙ୍କୁ ପରସ୍ତେ କୁଣ୍ଢାଇ ଗଲେ। ଫକୀରମୋହନ, ଛମାଣ ଆଠଗୁଣ୍ଠ।
  • ଗ୍ରା. ଅ — ବୁହେ; (ଗାଳି, ମାଡ଼ ଆଦିର) ଏକ ହପ୍ପା — A shower of (rebuke or beating)
  • ଗ୍ରା. ଅ — ଯଥା—ତାକୁ ଆଜି ଆଚ୍ଛା କରି ପରସ୍ତେ ଶୋଧିଦେଇ ଆସିଲି।